https://kanaknews.com/centre-permits-20-states-to-raise-rs-68825-crore-via-borrowing-to-meet-gst-shortfall-11/
ଜିଏସଟି କ୍ଷତି ଭରଣା ପାଇଁ ଋଣ କରିବ ଓଡିଶା । ଜିଏସଟି କାଉନସିଲ୍ ବୈଠକ ପରେ ୨୦ଟି ରାଜ୍ୟକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଖୋଲା ବଜାରରୁ ରାଜ୍ୟ କରିବ ୨ହଜାର ୮୫୮ କୋଟି ଟଙ୍କାର ଋଣ  ।